October of the August Month Nominees

ଅକ୍ଟୋବର ମାସର ଶ୍ରେଷ୍ଠ ଲେଖକ ନାମାଙ୍କନ

 ତା : ୧୪/୧୧/୨୦୨୧ - ୧୬/୧୧/୨୦୨୧


 ଅକ୍ଟୋବର ମାସର ଶ୍ରେଷ୍ଠ ଲେଖକ Readers choice ରେ ଚୟନ କରାଯିବ ।। ସାହିତ୍ୟ ଜୀବନ ୱେବ ପର୍ଟାଲରେ ପ୍ରକାଶିତ କରିଥିବା ଲେଖକଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଆପଣଙ୍କ ମନ ପସନ୍ଦର ସାହିତ୍ୟ ସ୍ରଷ୍ଟା ଙ୍କୁ ବାଛନ୍ତୁ ।। ନିମ୍ନ ନାମ ଉପରେ କ୍ଲିକ କରି ସେମାନଙ୍କ ଲେଖା ଗୁଡିକ ପଢନ୍ତୁ। ନିମ୍ନ ଫୋଟ ଉପରେ କ୍ଲିକ କରି ସେମାନଙ୍କୁ ଭୋଟ ପ୍ରଦାନ କରନ୍ତୁ ।। ସେମାନଙ୍କୁ ଆଗକୁ ଯିବାକୁ ଉତ୍ସାହିତ କରନ୍ତୁ ।।

 ଏହି ଠାରେ କ୍ଲିକ୍ କରନ୍ତୁ ଭୋଟ ପ୍ରଦାନ ନିମନ୍ତେ

ସେମାନଙ୍କ ନାମ ହେଲା:

୧. ନୃସିଂହ ରାଉତ, ଭଦ୍ରକ

୨. ସୁଦାମ ଦଳବରା, ଗଞ୍ଜାମ

୩. ଯୁଧିଷ୍ଠିର ମାଝି, କଳାହାଣ୍ଡି

୪.ମମତା ସାହୁ, କଳାହାଣ୍ଡି

୫.କୁମର ଲାଲ ରଣା, ନୁଆପଡା

୬.ଲିପ୍ସା ନାଥ ମିଶ୍ର, ସମ୍ବଲପୁର

୭.ରୀକ୍ଷିରାମ ମେହେର, କଳାହାଣ୍ଡି

୮. ନିକୁଞ୍ଜ କୁମାର ଘୋଷ, ବାଲେଶ୍ଵର

୯. ଅଙ୍କିତା ପ୍ରିୟଦର୍ଶିନୀ ସାହୁ, ବରଗଡ଼

୧୦. ନିଶୀଥ ଚକ୍ରବର୍ତ୍ତୀ, କେନ୍ଦ୍ରାପଡ଼ା

୧୧. ପ୍ରଭାତ କୁମାର ମଲ୍ଲିକ, ଭଦ୍ରକ

୧୨. ଜାହ୍ନବୀ ତ୍ରିପାଠୀ, ଖୋର୍ଦ୍ଧା


ସମସ୍ତ ଲେଖା ଆମର ୱେବ ସାଇଟ sahityajibana.in ରେ ପଢି ପାରିବେ ।।  

See Author of the Month Results Here ( upcoming)

ଏଥି ମଧ୍ୟରୁ ଯେଉଁ ମାନେ ସର୍ବାଧିକ ଭୋଟ ପାଇବେ ସେଇ ସ୍ରଷ୍ଟା କିଛିଙ୍କୁ ଇ-ମାନପତ୍ର ଦେଇ ଉତ୍ସାହିତ କରାଯିବ ।। 


ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି

Email : sahityajibana@gmail.com

Website : Www.sahityajibana.in