ସେପ୍ଟେମ୍ବର ମାସର ଶ୍ରେଷ୍ଠ ଲେଖକ ଫଳାଫଳ
ସେପ୍ଟେମ୍ବର ମାସର ସାହିତ୍ୟ ଜୀବନ ୱେବ ପର୍ଟାଲରେ ଲେଖା ପ୍ରକାଶିତ କରିଥିବା ଲେଖକ ଙ୍କୁ Readers choice ରେ ହେଇଥିବା ଭୋଟ ଗ୍ରହଣରେ ଅତ୍ୟଧିକ ଭୋଟ ପାଇଥିବା ସ୍ରଷ୍ଟା ଙ୍କୁ ଶ୍ରେଷ୍ଠ ଚୟନ କରାଯାଇଛି ।। ସେଥିରୁ ଜଣଙ୍କୁ ଅତ୍ୟଧିକ ଭୋଟ ପାଇଥିବା ସମେତ ସମସ୍ତ ସାରସ୍ଵତ ସ୍ରଷ୍ଟା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସ୍ରଷ୍ଟାଙ୍କୁ ଇ-ମାନପତ୍ର ପ୍ରଦାନ କରାଯାଉଛି ।। ସେମାନଙ୍କୁ ଭୋଟ ଦେଇ ଉତ୍ସାହିତ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ।।
ତାଙ୍କର ନାମ ହେଲା :
ଶୁଭେନ୍ଦୁ ମେହେର, ସୁବର୍ଣ୍ଣପୁର
ସହ
ସାହିତ୍ୟ ଜୀବନ ପରିଚାଳନା କମିଟି
Email : sahityajibana@gmail.com
#ସହିତ୍ୟ_ଜୀବନ #sahityajibana #Odia #Literature #announcement #september2021 #August_auther_of_the_month2021 #winner #result #vote #certificate
0 Comments