ଅକ୍ଟୋବର ମାସର ଶ୍ରେଷ୍ଠ ଲେଖକ ଫଳାଫଳ

ଅକ୍ଟୋବର ମାସର ସାହିତ୍ୟ ଜୀବନ ୱେବ ପର୍ଟାଲରେ ଲେଖା ପ୍ରକାଶିତ କରିଥିବା ଲେଖକ ଙ୍କୁ Readers choice ରେ ହେଇଥିବା ଭୋଟ ଗ୍ରହଣରେ  ଅତ୍ୟଧିକ ଭୋଟ ପାଇଥିବା ସ୍ରଷ୍ଟା ଙ୍କୁ ଶ୍ରେଷ୍ଠ ଚୟନ କରାଯାଇଛି ।। ସେଥିରୁ ଜଣଙ୍କୁ ଅତ୍ୟଧିକ ଭୋଟ ପାଇଥିବା ସମେତ ସମସ୍ତ ସାରସ୍ଵତ ସ୍ରଷ୍ଟା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସ୍ରଷ୍ଟାଙ୍କୁ ଇ-ମାନପତ୍ର ପ୍ରଦାନ କରାଯାଉଛି ।। ସେମାନଙ୍କୁ ଭୋଟ ଦେଇ ଉତ୍ସାହିତ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ।।

ତାଙ୍କର ନାମ ହେଲା :

ଶ୍ରୀମତୀ ଲିପ୍ସା ନାଥ ମିଶ୍ର, ସମ୍ବଲପୁର




 

ସାହିତ୍ୟ ଜୀବନ ପରିଚାଳନା କମିଟି

Email : sahityajibana@gmail.com


#ସହିତ୍ୟ_ଜୀବନ #sahityajibana #Odia #Literature #announcement #oct2021 #oct_auther_of_the_month2021 #winner #result #vote #certificate #vote