ଜୁନ୍ ମାସର ଶ୍ରେଷ୍ଠ ଲେଖକ ଫଳାଫଳ
ଜୁନ୍ ମାସର ସାହିତ୍ୟ ଜୀବନ ୱେବ ପର୍ଟାଲ ରେ ଲେଖା ପ୍ରକାଶିତ କରିଥିବା ଲେଖକ ଙ୍କୁ Readers choice ରେ ହେଇଥିବା ଭୋଟ ଗ୍ରହଣ ରେ ଅତ୍ୟଧିକ ଭୋଟ ପାଇଥିବା ସ୍ରଷ୍ଟା ଙ୍କୁ ଶ୍ରେଷ୍ଠ ଚୟନ କରାଯାଇଛି ।। ସେଥିରୁ ତିନି ଜଣ ଅତ୍ୟଧିକ ଭୋଟ ପାଇଥିବା ସମେତ ସମସ୍ତ ସାରସ୍ଵତ ସ୍ରଷ୍ଟା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସ୍ରଷ୍ଟାଙ୍କୁ ଇ-ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ।। ସେମାନଙ୍କୁ ଭୋଟ ଦେଇ ଉତ୍ସାହିତ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ।।
ତାଙ୍କର ନାମ ହେଲା :
୧. ସୁକାନ୍ତ ଖଣ୍ଡା, କେନ୍ଦୁଝର
୨. ବିଜୟ ଲକ୍ଷ୍ମୀ ଭୋଇ, କଟକ
୩. ଜୟଶ୍ରୀ ପାତ୍ର, ବାଲେଶ୍ଵର
(ଫୋଟ ଉପରେ କ୍ଲିକ କରି ପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ)
2 Comments
ସୁକାନ୍ତ ଖଣ୍ଡା ସାର୍
ReplyDeleteCongratulations
ReplyDelete