ସାଧାରଣତନ୍ତ୍ର ଦିବସ କବିତା ଆସର ଫଳାଫଳ



👉 ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରତିଭାଗୀ ପ୍ରଶଂସା ପତ୍ର ଓ ମାନପତ୍ର ଡାଉନଲୋଡ କରନ୍ତୁ ।


ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା କବିତା ଆସର (ପ୍ରସଙ୍ଗ - ଆଜିର ଗଣତନ୍ତ୍ର ), ଶୁକ୍ରବାର ( ତା: ୨୬/୦୧/୨୦୨୪) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............


୧. ଆଜିର ଗଣତନ୍ତ୍ର - ସ୍ୱାଗତିକା ସାହୁ, ଶିକ୍ଷୟିତ୍ରୀ, ଉମରକୋଟ,ନବରଙ୍ଗପୁର

୨. ଆଜିର ଗଣତନ୍ତ୍ର - ଆକାଂକ୍ଷାମୟୀ ଦାଶ, ବଲାଙ୍ଗୀର

୩. ସାଧାରଣ ତନ୍ତ୍ର ଦିବସ - ସତ୍ୟ ନାରାୟଣ ସାହୁ ,ମୟୁରଭଞ୍ଜ

୪. ଜାତୀୟ ଦିବସ - ଓମ୍ ସୂର୍ଯ୍ୟକାନ୍ତ ସାହୁ, ଗଞ୍ଜାମ 

୫. ଆଜିର ଗଣତନ୍ତ୍ର - ତ୍ରିନାଥ ପଟ୍ଟନାୟକ, କୋରାପୁଟ

୬. ଆଜିର ଗଣତନ୍ତ୍ର - ଶାନ୍ତିଲତା ରଣା, ଯାଜପୁର

୭. ଆଜିର ଗଣତନ୍ତ୍ର - ପ୍ରଜ୍ଞାଲୀନ ସାହୁ, ଜଗତସିଂହପୁର

୮. ଆଜିର ଗଣତନ୍ତ୍ର - ଶ୍ଯାମା ପ୍ରସାଦ୍ ବୋଷ୍ , ପୁରୀ 

୯. ଗଣତନ୍ତ୍ର - ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ 

  ସାନ୍ତରାପଲ୍ଲୀ, ଗଞ୍ଜାମ

୧୦. ଆଜିର ଗଣତନ୍ତ୍ର - ତୁଲାରାମ ମାଝୀ, ବରଗଡ , ପାଇକମାଳ , ଝିଟିକି

୧୧. ଆଜିର ଗଣତନ୍ତ୍ର - ରଶ୍ମିତା ନାୟକ, ଜଗତସିଂହପୁର 

୧୨. ଗଣତନ୍ତ୍ର ଦିବସ - ସନ୍ତୋଷ କୁମାର ପାଢ଼ୀ, ଯାଜପୁର

୧୩. ଗଣତନ୍ତ୍ର ଦିବସ - ଖଗେଶ୍ବର ବାଗ, ନୂଆପଡା   

୧୪. ଆଜିର ଗଣତନ୍ତ୍ର - ମଧୁସ୍ମିତା ମିଶ୍ର, ବାଲେଶ୍ଵର 

୧୫. ଆଜିର ଗଣତନ୍ତ୍ର - ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ

୧୬. ଆଜିର ଗଣତନ୍ତ୍ର - ମନ୍ଦାକିନୀ ପାଢୀ, ପଦ୍ମପୁର, ବରଗଡ଼

୧୭. ଆଜିର ଗଣତନ୍ତ୍ର - ଅଶୋକ କୁମାର ନାୟକ, ନୟାଗଡ଼

୧୮. ଆଜିର ଗଣତନ୍ତ୍ର - ବଳରାମ ଜେନା, ଖୋର୍ଦ୍ଧା

୧୯. ଆଜିର ଗଣତନ୍ତ୍ର - ଶ୍ରୀବତ୍ସ ଖରା, କୋରାପୁଟ

୨୦. ଆଜିର ଗଣତନ୍ତ୍ର - ରୋଜାଲିନ ମିଶ୍ର, ବଲାଙ୍ଗୀର 

୨୧. ଆଜିର ଗଣତନ୍ତ୍ର - ତରୁଣ ବାଳା ମହାପାତ୍ର, କଳିଙ୍ଗ ବିହାର, ଭୁବନେଶ୍ବର

୨୨. ଆଜିର ଗଣତନ୍ତ୍ର - ନିବେଦିତା ପଣ୍ଡା, ସୁନ୍ଦରଗଡ଼ 

୨୩. ଆଜିର ଗଣତନ୍ତ୍ର - ପ୍ରତିମା ମହାରଣା, କୋରାପୁଟ

୨୪. ଆଜିର ଗଣତନ୍ତ୍ର - ଅପରାଜିତା ପରିଡା, କୁଜଙ୍ଗ, ଜଗତସିଂହପୁର

୨୫. ଆଜିର ଗଣତନ୍ତ୍ର - ରବୀନ୍ଦ୍ର କୁମାର ସାହୁ, ପିପିଲି, ପୁରୀ

୨୬. ଆଜିର ଗଣତନ୍ତ୍ର - ସଂଶୟ କୁମାର ସାହାଣୀ, ଜଗତସିଂହପୁର

୨୭. ଆଜିର ଗଣତନ୍ତ୍ର - ସୁହଂସ ଭୋଇ, ପହଣ୍ଡି, ବରଗଡ଼

୨୮. ଆଜିର ଗଣତନ୍ତ୍ର - ଦୀପକ କୁମାର ପଣ୍ଡା, ରାୟଗଡା 

୨୯. ଆଜିର ଗଣତନ୍ତ୍ର - ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର

୩୦. ଆଜିର ଗଣତନ୍ତ୍ର - ସୂର୍ଯ୍ୟ ନାରାୟଣ ସାବତ, କୋରାପୁଟ

୩୧. ଆଜିର ଗଣତନ୍ତ୍ର - ଲକ୍ଷ୍ମୀପ୍ରିୟା ସେଠୀ, ଯାଜପୁର

୩୨. ଆଜିର ଗଣତନ୍ତ୍ର - ଡ଼ଃ ଲଷ୍ମୀକାନ୍ତ ଦାଶ, ବିଭାଗୀୟମୁଖ୍ୟ, ସୁକିନ୍ଦା ମହାବିଦ୍ୟାଳୟ, ଯାଜପୁର

୩୩. ଆଜିର ଗଣତନ୍ତ୍ର - ଥବିର ରଣା, ବରଗଡ଼

୩୪. ଆଜିର ଗଣତନ୍ତ୍ର - ପ୍ରଶାନ୍ତ କୁମାର ସେଠୀ, ଭଦ୍ରକ

୩୫. ଆଜିର ଗଣତନ୍ତ୍ର - ରାଜୀବ ଲୋଚନ ପାଣିଗ୍ରାହୀ

ଆସିକା, ଗଞ୍ଜାମ

୩୬. ଆଜିର ଗଣତନ୍ତ୍ର - ଦେବାର୍ଚ୍ଚନ ମେହେର, ବୌଦ୍ଧ

୩୭. ଆଜିର ଗଣତନ୍ତ୍ର - ରମେଶ ଚନ୍ଦ୍ର ନାୟକ, କଟକ

୩୮. ଆଜିର ଗଣତନ୍ତ୍ର - ବିଜୟ କୁମାର ତାଣ୍ଡି, ବଲାଙ୍ଗିର

୩୯. ଆଜିର ଗଣତନ୍ତ୍ର - ପୂଜା ବାଦୀ, ସୁନ୍ଦରଗଡ଼

୪୦. ଆଜିର ଗଣତନ୍ତ୍ର - ଶ୍ରୀମତୀ ପବିତ୍ରା ଧଳମଲ୍ଲିକ, ଚାନ୍ଦବାଲି, ଭଦ୍ରକ

୪୧. ଆଜିର ଗଣତନ୍ତ୍ର - ଆଶୁତୋଷ ମିଶ୍ର, କେନ୍ଦ୍ରାପଡା

୪୨. ଆମ ଗଣତନ୍ତ୍ର - ଗୀତାଞ୍ଜଳି ପୃଷ୍ଟି, କଟକ

୪୩. ଆଜିର ଗଣତନ୍ତ୍ର - କବିତାଞ୍ଜଳି ପଣ୍ଡା, କଳାହାଣ୍ଡି

୪୪. ଆଜିର ଗଣତନ୍ତ୍ର - ଅନନ୍ୟା ପ୍ରଜ୍ଞାସ୍ମିତା ତ୍ରିପାଠୀ, କେନ୍ଦ୍ରାପଡା



*********************


ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।।  


୧. ତ୍ରିନାଥ ପଟ୍ଟନାୟକ, କୋରାପୁଟ

୨. ଶାନ୍ତିଲତା ରଣା, ଯାଜପୁର

୩. ବିଜୟ କୁମାର ତାଣ୍ଡି, ବଲାଙ୍ଗିର

4. ରଶ୍ମିତା ନାୟକ, ଜଗତସିଂହପୁର 


ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରମାଣ ପତ୍ର ଓ ମାନପତ୍ର ଡାଉନଲୋଡ କରନ୍ତୁ ।




ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି




#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟ_ଜୀବନ_ଆଭାସୀ_କବିତା_ଆସର #ଜାନୁୟାରୀ_୨୦୨୪ #ପବିତ୍ର_ସାଧାରଣତନ୍ତ୍ର_ଦିବସ #ସାଧାରଣତନ୍ତ୍ର_ଦିବସ