ସାହିତ୍ୟ ଜୀବନ କବିତା ଆସର ଫଳାଫଳ

#ଜାନୁଆରୀ - ୨୦୨୩

ପ୍ରସଙ୍ଗ - ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା 

ତା:- ୨୨/୦୧/୨୦୨୩ - ୨୩/୦୧/୨୦୨୩

👉 ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରମାଣ ପତ୍ର ଓ ମାନପତ୍ର ଡାଉନଲୋଡ କରନ୍ତୁ ।

ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା କବିତା ପ୍ରତିଯୋଗିତା ରେ ସମସ୍ତ କବି କବୟିତ୍ରୀ ଅଂଶଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ।ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............


୧. ଜାତୀୟ ପତାକା ଆମର ପ୍ରତୀକ - ପ୍ରିୟଙ୍କା ବିଶି, ରେଢ଼ାଖୋଲ, ସମ୍ବଲପୁର,

୨. ସାଧାରଣତନ୍ତ୍ର ଦିବସ - ରାଜୀବ ଲୋଚନ ପାଣିଗ୍ରାହୀ, ଗଞ୍ଜାମ

୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ସୁସ୍ମିତା ବାଭୀ, ଯାଜପୁର 

୪. ସ୍ୱାଧୀନ ସୁରୁଜ - ଶ୍ରୀମତୀ ଭବାନୀ ରାଜୁ, ରାୟଗଡ଼ା

୫. ଗଣତନ୍ତ୍ର ଦିବସ - ପ୍ରତାପ ଚନ୍ଦ୍ର ପ୍ରଧାନ 

ଆଳିପଡା, କଣାସ, ପୁରୀ 

୬. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଜଗବନ୍ଧୁ ସାହୁ

ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

୭. ନାଗରିକ - ସୁଷମା ମଞ୍ଜରୀ ଦାଶ, ଭେଡେନ, ବରଗଡ଼

୮. ଏଇ ବୋଧେ ଆମ ଦେଶପ୍ରୀତି - ମୁକ୍ତିରାଣୀ ଦେବତା, ମନ୍ଦାରଖଣ୍ଡ,ଯାଜପୁର

୯. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 

ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

୧୦. ଆମ ଗଣତନ୍ତ୍ର - ମନୋଜ କୁମାର ଶତପଥୀ, ଯାଜପୁର

୧୧. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଅଶୋକ କୁମାର ନାୟକ

          କେନ୍ଦୁଢ଼ିପି, ନୟାଗଡ଼

୧୨. ଗଣତନ୍ତ୍ର ଶାସନ ଓ ଆମେ - ବସନ୍ତ କୁମାର ବେହେରା, ଭଦ୍ରକ 

୧୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ଚିରସ୍ମିତା ଯେନା,

ମଙ୍ଗଳପୁର, ଯାଜପୁର

୧୪. ଏଇତ ଆମ ପରିଚୟ - ବୃନ୍ଦାବନ ପ୍ରଧାନ 

ବାଉଲସିଂହା, ଭଟଲି, ବରଗଡ଼

୧୫. ସାଧାରଣତନ୍ତ୍ର ଦିବସ - ପୁଜା ଷାଣ୍ଢ, ବରଗଡ

୧୬. ସାଧାରଣତନ୍ତ୍ର ଦିବସ - ସୁଦ୍ରୁମା ପଣ୍ଡା, ବରଗଡ଼

୧୭. ସାଧାରଣତନ୍ତ୍ର ଦିବସ - ଶାନ୍ତିଲତା ରଣା, ଯାଜପୁର

୧୮. ମନେ ଭରି ଲକ୍ଷେ ହରଷ - ଶ୍ରୀମତି ଶୁଚିସ୍ମିତା ପଣ୍ଡା, ରାଉରକେଲା

୧୯. ଗଣତନ୍ତ୍ର ଦିବସ - ତୃପ୍ତିରଂଜନ ରାଉତ, ନାଉଁଗା, ଜଗତସିଂହପୁର

୨୦. ଦୁଇ ସୁଯୋଗ୍ୟ ସନ୍ତାନ - କବିତା ସାହୁ, ଜୟପୁର

୨୧. ଦେଶସେବା - ତରୁନବାଳା ମହାପାତ୍ର 

କଳିଙ୍ଗ ବିହାର,ଭୁବନେଶ୍ବର 

୨୨. ମୋର କର୍ତ୍ତବ୍ୟ - ଥବିର ରଣା, ମଖନାମୁଣ୍ଡା, ବରଗଡ଼

୨୩. ଭାରତ ମା - ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ

୨୪. ଗଣତନ୍ତ୍ର ଦିବସ - କୌସ୍ତୁଭ ଜାଲ୍, ବଲାଙ୍ଗୀର

୨୫. ଗଣତନ୍ତ୍ର ବ୍ୟବସ୍ଥା - ଲକ୍ଷ୍ମୀପ୍ରିୟା ସେଠୀ, ଦେଉଳି,ଯାଜପୁର

୨୬. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ନିରୁପମା ଶତପଥୀ, ବରଗଡ

୨୭. ଶ୍ରେଷ୍ଠ ଆମ ଗଣତନ୍ତ୍ର - ପ୍ରତିମା ମହାରଣା, କୋରାପୁଟ

୨୮. ଗଣତନ୍ତ୍ର ଦିବସ - ସ୍ୱାଗତିକା ସାହୁ, ନବରଙ୍ଗପୁର

୨୯. ଗଣତନ୍ତ୍ର ଆମ ମହା ମନ୍ତ୍ର - ଗଗନ ବିହାରୀ ନାୟକ

ମଞ୍ଚେଶ୍ଵର, ଭୁବନେଶ୍ୱର

୩୦. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର

୩୧. ଗଣତନ୍ତ୍ରେ ନାଗରିକ - ଶିବରାମ ସାହୁ, କଳାହାଣ୍ଡି 

୩୨. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ତ୍ରିନାଥ ପଟ୍ଟନାୟକ, କୋରାପୁଟ

୩୩. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ବର୍ଷାରାଣୀ ମହାନ୍ତ, କେନ୍ଦୁଝର

୩୪. ଗଣତନ୍ତ୍ର ଶାସନରେ ନାଗରିକଙ୍କ ଭୂମିକା - ବଳରାମ ଜେନା, ଖୋର୍ଦ୍ଧା


*********************


ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

୧. ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର

୨. ପ୍ରତିମା ମହାରଣା, କୋରାପୁଟ

୩. ବଳରାମ ଜେନା, ଖୋର୍ଦ୍ଧା


ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରମାଣ ପତ୍ରମାନପତ୍ର ଡାଉନଲୋଡ କରନ୍ତୁ ।



#ଧନ୍ୟବାଦ ସହ

ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା

Website: Www.sahityajibana.in

Email : sahityajibana@gmail.com


#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #certificate #Republicday2023 #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟ_ଜୀବନ_ଆଭାସୀ_କବିତା_ଆସର #ଜାନୁୟାରୀ_୨୦୨୩ #ପବିତ୍ର_ସାଧାରଣତନ୍ତ୍ର_ଦିବସ #ସାଧାରଣତନ୍ତ୍ର_ଦିବସ