ଅଡିଓ ଅଣୁ ଗଳ୍ପ ଆସର ଫଳାଫଳ


 ବର୍ଣ୍ଣାଢ଼୍ୟ ରାଜ୍ୟ ସ୍ତରୀୟ ଅଡିଓ ଅଣୁ ଗଳ୍ପ ଆସର ରବିବାର ( ତା:- ୦୬/୦୨/୨୦୨୨) ରେ ସମସ୍ତ ଗାଳ୍ପିକ ଗାଳ୍ପିକା ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ ଗାଳ୍ପିକ ଗାଳ୍ପିକା ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ଆସରରେ କୈାଣସି ପ୍ରତିଯୋଗୀଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇନାହିଁ । ଏହି ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ କେବଳ ସାରସ୍ବତ ପ୍ରମାଣ ପତ୍ର ପ୍ରଦାନ କରୁଛୁ ।। ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରୁଛୁ ।। 


୧. ଗାଳ୍ପିକ ଜିତୁ ପ୍ରଧାନ, ଯାଜପୁର

୨. ଗାଳ୍ପିକା କବିତା ସାହୁ, ଜୟପୁର, କୋରାପୁଟ

୩. ଗାଳ୍ପିକ ସତ୍ୟ ନାରାୟଣ ପ୍ରଧାନ, ଯାଜପୁର

୪. ଗାଳ୍ପିକ ନରୋତ୍ତମ ପାତ୍ର, ନାସିଗାଁ, କଳାହାଣ୍ଡି

୫. ଗାଳ୍ପିକ ଶଶିକାନ୍ତ ମେହେର, ପଦ୍ମପୁର ,ବରଗଡ଼ 

୬. ଗାଳ୍ପିକା ରଚନା ରଥ, ରାୟଗଡ଼ା

୭. ଗାଳ୍ପିକା ମନୋରମା ମହାନ୍ତି, ପାରାଦ୍ଵୀପ, ଜଗତସିଂହପୁର

୮. ଗାଳ୍ପିକ ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର

୯. ଗାଳ୍ପିକ ଅଶୋକ କୁମାର ନାୟକ, ନୟାଗଡ

୧୦. ଗାଳ୍ପିକା ଜାହ୍ନବୀ ତ୍ରିପାଠୀ, ଖୋର୍ଦ୍ଧା

୧୧. ଗାଳ୍ପିକ ଶଙ୍କର ବିଶ୍ୱାଳ, ଗଞ୍ଜାମ

୧୨. ଗାଳ୍ପିକ ଶରତ ଚନ୍ଦ୍ର ମହାନ୍ତ, କେନ୍ଦୁଝର

୧୩. ଗାଳ୍ପିକା ରୁକେୟା ଜବିନ୍, ନିମାପଡ଼ା, ପୁରୀ

୧୪. ଗାଳ୍ପିକା ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା

୧୫. ଗାଳ୍ପିକା ସରସ୍ବତୀ ପଣ୍ଡା, ଯାଜପୁର

୧୬. ଗାଳ୍ପିକା ଅର୍ପିତା ସାହୁ, କନ୍ଧମାଳ

୧୭. ଗାଳ୍ପିକ ସୁକାନ୍ତ ଖଣ୍ଡା, ଘଟଗାଁ, କେନ୍ଦୁଝର

୧୮. ଗାଳ୍ପିକ ସମୀର କହଁର, ତୁମୁଡ଼ିବନ୍ଧ,କନ୍ଧମାଳ

୧୯. ଗାଳ୍ପିକା ଶାନ୍ତିଲତା ରଣା, ଯାଜପୁର

୨୦. ଗାଳ୍ପିକ ମିର ମୁସ୍ତାକିମ୍ ଅଲ୍ଲୀ, କୋରାପୁଟ

୨୧. ଗାଳ୍ପିକ ରାଜେନ୍ଦ୍ର କୁମାର ନାୟକ, ଭଦ୍ରକ


ପ୍ରମାଣ ପତ୍ର ଉପରେ କ୍ଲିକ କରି ପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ ।






ଧନ୍ୟବାଦ ସହ

ସାହିତ୍ୟ ଜୀବନ ସାହିତ୍ୟ ସଂସଦ

ସମ୍ବଲପୁର, ଓଡ଼ିଶା

Website : www.sahityajibana.in

Email : sahityajibana@gmail.com