ସାହିତ୍ୟ ଜୀବନ ନବବର୍ଷ କବିତା ଆସର ଫଳାଫଳ

ଶୁଭ ନବବର୍ଷ ଅବସରରେ ବର୍ଣ୍ଣାଢ଼୍ୟ ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତା (ପ୍ରସଙ୍ଗ - ନବବର୍ଷର ଅଭିଷେକ ), ଶନିବାର ( ତା:- ୦୧/୦୧/୨୦୨୨) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗୋଭିର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............

୧. ଶେଖ ମୋଜାହିଦ ମହତାବ, ଯାଜପୁର
୨. ବୃନ୍ଦାବନ ପ୍ରଧାନ, ବରଗଡ଼
୩. ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ
୪. ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ
୫. ଟିକେଶ୍ୱର ସାହୁ, ଦେବଗଡ଼
୬. ଭବାନୀ ରାଜୁ, ରାୟଗଡା
୭. ଅଶୋକ କୁମାର ନାୟକ, ନୟାଗଡ
୮. ଅନୁପମା ସାହୁ, କେନ୍ଦୁଝର
୯. ବେଦବ୍ଯାସ ମେହେର, ବରଗଡ଼
୧୦. ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା
୧୧. ପ୍ରଜ୍ଞାଲିନ ସାହୁ, ଜଗତସିଂହପୁର
୧୨. ଶିବରାମ ସାହୁ, କଳାହାଣ୍ଡି
୧୩. ସୁବ୍ରତ କୁମାର ପ୍ରଧାନ, ଅନୁଗୁଳ
୧୪. ଶରତ କୁମାର ମିଶ୍ର, ଖୋର୍ଦ୍ଧା
୧୫. ଲଲିତା ନାଏକ, ସମ୍ବଲପୁର
୧୬. ମନସ୍ମିତା ଦାସ, ଭଦ୍ରକ
୧୭. ଟୁନା ବେହେରା, କେନ୍ଦୁଝର
୧୮. ଚିରସ୍ମିତା ଯେନା, ଯାଜପୁର
୧୯. ରୋଜାଲିନ ମିଶ୍ର, ବଲାଙ୍ଗୀର
୨୦. ଶରତ ଚନ୍ଦ୍ର ମହାନ୍ତ, କେନ୍ଦୁଝର
୨୧. କବିତା ସାହୁ, କୋରାପୁଟ
୨୨. ମନୋଜ କୁମାର ଦାସ, କେନ୍ଦ୍ରାପଡ଼ା
୨୩. ସଙ୍ଗୀତା ମିଶ୍ର ଶତପଥୀ, ପୁରୀ
୨୪. ରବୀନ୍ଦ୍ର କୁମାର ସାହୁ, ପୁରୀ
୨୫. ଲକ୍ଷ୍ମୀପ୍ରିୟା ବେହେରା, ବାଲେଶ୍ୱର
୨୬. ସୁକାନ୍ତ ଖଣ୍ଡା, କେନ୍ଦୁଝର
୨୭. ବେଦବ୍ଯାସ ମେହେର, ବରଗଡ଼
୨୮. ପ୍ରଦୀପ କୁମାର ଦାଶ, ବଲାଙ୍ଗୀର
୨୯. ତୃପ୍ତିରଞ୍ଜନ ରାଉତ, ଜଗତସିଂହପୁର
୩୦. ନିରୁପମା ପାଣି, ଭଦ୍ରକ
୩୧. ସ୍ବାଧିନ ଚନ୍ଦ୍ର ଜେନା, ନବରଙ୍ଗପୁର
୩୨. ଶାନ୍ତିଲତା ରଣା, ଯାଜପୁର
୩୩. କରୁଣା ସାହୁ, କଳାହାଣ୍ଡି
୩୪. ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ
୩୫. ଗୀତା ଦାସ, ଜଗତସିଂହପୁର
୩୬. ଶୀବ ସେଠୀ, ଗଞ୍ଜାମ

*********************

ଶ୍ରେଷ୍ଠ ଚାରି ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

୧. ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ
୨. ପ୍ରଦୀପ କୁମାର ଦାଶ, ବଲାଙ୍ଗୀର
୩. ସୁବ୍ରତ କୁମାର ପ୍ରଧାନ, ଅନୁଗୁଳ
୪. ଶିବରାମ ସାହୁ, କଳାହାଣ୍ଡି


ନିମ୍ନ ଫୋଟ ଉପରେ କ୍ଲିକ କରି ମାନପତ୍ର ଓ ପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ ।




ଧନ୍ୟବାଦ ସହ
ସାହିତ୍ୟ ଜୀବନ ପରିଚାଳନା କମିଟି

Visit website : www.sahityajibana.in

#ସାହିତ୍ୟ_ଜୀବନ #sahityajibana #certificate #announcements #NewYear2022 #appreciationpost