Author of the November Month Nomination

ନଭେମ୍ବର ମାସର ଶ୍ରେଷ୍ଠ ଲେଖକ ନାମାଙ୍କନ

 ତା : ୧୨/୧୨/୨୦୨୧ - ୧୪/୧୨/୨୦୨୧


 ନଭେମ୍ବର ମାସର ଶ୍ରେଷ୍ଠ ଲେଖକ ପାଠକଙ୍କ ଭୋଟରେ ଚୟନ କରାଯାଉଛି ।। ସାହିତ୍ୟ ଜୀବନ ୱେବ ପର୍ଟାଲରେ ପ୍ରକାଶିତ କରିଥିବା ଲେଖକଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଏହି ଭୋଟ ଗ୍ରହଣ ୧୪ ଡିସେମ୍ବର ପର୍ଯ୍ୟନ୍ତ ରହିବ । ସମସ୍ତ ସାହିତ୍ୟ ସ୍ରଷ୍ଟାଙ୍କୁ ଭୋଟ ଦେଇ ଉତ୍ସାହିତ କରିବା ହେବେ ।। 


 ଏହି ଠାରେ କ୍ଲିକ୍ କରନ୍ତୁ ଭୋଟ ପ୍ରଦାନ ନିମନ୍ତେ

ସାହିତ୍ୟ ସ୍ରଷ୍ଟାଙ୍କ ନାମ ହେଉଛି:

୧. ଜ୍ୟୋତି ପଧାନ, ବରଗଡ଼


୨. ମମତା ସାହୁ, କଳାହାଣ୍ଡି


୩. ପ୍ରଭାତ କୁମାର ମଲ୍ଲିକ, ଭଦ୍ରକ


୪. ମଧୂସୁଦନ ମିଶ୍ର, କେନ୍ଦୁଝର


୫. ଲଲିତା ନାଏକ, ସମ୍ବଲପୁର


୬. ଯୁଧିଷ୍ଠିର ମାଝି, କଳାହାଣ୍ଡି


୭. ଶେଖ ମୋଜାହିଦ ମହତାବ, ଯାଜପୁର


୮. ସନ୍ତୋଷ କୁମାର ପଣ୍ଡା, କଟକ


୯. ଲୀଳାବତୀ ପରିଡ଼ା, ଢେଙ୍କାନାଳ


୧୦. କବିତା ସାହୁ, କୋରାପୁଟ


ସମସ୍ତ ଲେଖା ଆମର ୱେବ ସାଇଟ sahityajibana.in ରେ ପଢି ପାରିବେ ।।  

See Author of the Month Results Here ( upcoming)

ଏଥି ମଧ୍ୟରୁ ଯେଉଁ ମାନେ ସର୍ବାଧିକ ଭୋଟ ପାଇବେ ସେଇ ସ୍ରଷ୍ଟା କିଛିଙ୍କୁ ଇ-ମାନପତ୍ର ଦେଇ ଉତ୍ସାହିତ କରାଯିବ ।। 


ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି

Email : sahityajibana@gmail.com

Website : Www.sahityajibana.in