ସାହିତ୍ୟ ଜୀବନ ପାର୍ବଣ କବିତା ଆସର ଫଳାଫଳ

ପବିତ୍ର ଦୀପାବଳି ଉପଲକ୍ଷେ ଆୟୋଜିତ ହୋଇଥିବା  କବିତା ପ୍ରତିଯୋଗିତା (ପ୍ରସଙ୍ଗ - ଦୀପ ଜାଳିବୁ କାହା ପାଇଁ ), ଗୁରୁବାର ( ତା:- ୦୪/୧୧/୨୦୨୧) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟ କୁ ଗୋଭିର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............

୧. ଟୁନା ବେହେରା, କେନ୍ଦୁଝର
୨. ନିରୁପମା ପାଣି, ଭଦ୍ରକ
୩. ପ୍ରତାପ କୁମାର ପଣ୍ଡା, ସୁନ୍ଦରଗଡ଼
୪. ଶୁଭେନ୍ଦୁ ମେହେର, ସୁବର୍ଣ୍ଣପୁର
୫. ନୃସିଂହ ନାରାୟଣ ତ୍ରିପାଠୀ, ପୁରୀ
୬. ସୁନିତା ପଟେଲ, ଝାରସୁଗୁଡ଼ା
୭. ଆରତୀ ରାଉତ, ଯାଜପୁର
୮. ରବିନ୍ଦ୍ର କୁମାର ସାହୁ, ପୁରୀ
୯. ଅନୁପମା ସାହୁ, କେନ୍ଦୁଝର
୧୦. ପାର୍ବତୀ ପ୍ରଧାନ, ପୁରୀ
୧୧. ସୁଜାତା ରାଣୀ ଶତପଥୀ, ଗଞ୍ଜାମ
୧୨. ନିରଞ୍ଜନ ସାହୁ, ଢେଙ୍କାନାଳ
୧୩. ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା
୧୪. ନିତ୍ୟାନନ୍ଦ ଖମାରୀ, ସମ୍ବଲପୁର
୧୫. ସୁକାନ୍ତ ଖଣ୍ଡା, କେନ୍ଦୁଝର
୧୬. ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ
୧୭. ମୁକ୍ତିରାଣୀ ଦେବତା, ଯାଜପୁର
୧୮. କଳ୍ପନା ରାୟ, ସମ୍ବଲପୁର
୧୯. ଅଶୋକ କୁମାର ନାୟକ, ନୟାଗଡ
୨୦. ମନସ୍ମିତା ଦାସ, ଭଦ୍ରକ
୨୧. ସଂଘମିତ୍ରା କବି, ଯାଜପୁର
୨୨. ପ୍ରଶାନ୍ତ କୁମାର ସେଠୀ, ଭଦ୍ରକ
୨୩. ଆକାଂକ୍ଷା ମୟୀ ଦାଶ, ବଲାଙ୍ଗୀର
୨୪. ସମୀର କହଁର, କନ୍ଧମାଳ
୨୫. ସନ୍ତୋଷ କୁମାର ପଣ୍ଡା, କଟକ
୨୬. ଶ୍ୟାମା ପ୍ରସାଦ ବୋଷ, ପୁରୀ
୨୭. ଚିରସ୍ମିତା ଜେନା, ଯାଜପୁର
୨୮. ଶକୁନ୍ତଳା ମହାପାତ୍ର, ନୟାଗଡ
୨୯. ସୌମ୍ୟ ରଞ୍ଜନ ମଲ୍ଲିକ, ପୁରୀ
୩୦. ରତି ନାରାୟଣ ରାଉତ, କେନ୍ଦୁଝର
୩୧. ସଙ୍ଗୀତା ମିଶ୍ର ଶତପଥୀ, ପୁରୀ
୩୨. ଡ଼ଃ ଅବନୀ କାନ୍ତ ସାହୁ, ଦେବଗଡ଼
୩୩. ଭାବଗ୍ରାହୀ ତ୍ରିପାଠୀ, ମାଲକାନଗିରି
୩୪. ଶାନ୍ତିଲତା ରଣା, ଯାଜପୁର
୩୫. ପୁଷ୍ପାଞ୍ଜଳି ପଣ୍ଡା, କେନ୍ଦ୍ରାପଡ଼ା
୩୬. ଅନୁସୟା ରାଉତ, ଖୋର୍ଦ୍ଧା
୩୭. କୌସ୍ତୁଭ ଜାଲ୍, ବଲାଙ୍ଗୀର
୩୮. ସରୋଜ କୁମାର ଓଝା, ଭଦ୍ରକ
୩୯. ସୁଷମା ମଞ୍ଜରୀ ଦାଶ, ବରଗଡ଼
୪୦. ସୁଜାତା ରାଉତ, ଭଦ୍ରକ
୪୧. ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ
୪୨. ପବିତ୍ର ବେହେରା, ସମ୍ବଲପୁର
୪୩. ଶିବରାମ ସାହୁ, କଳାହାଣ୍ଡି
୪୪. ଭବାନୀ ରାଜୁ, ରାୟଗଡ଼ା
୪୫. ରୁନାଲୈଲା ମହାନ୍ତ, ମୟୁରଭଞ୍ଜ
୪୬. ମନୋଜ କୁମାର ଶତପଥୀ, ଯାଜପୁର
୪୭. ବିଶ୍ୱଜିତା ବରାଳ, ପୁରୀ
୪୮. ବୀରକିଶୋର ନାୟକ, ଢେଙ୍କାନାଳ
୪୯. ପଦ୍ମିନୀ ମିଶ୍ର, ଗଞ୍ଜାମ
୫୦. ସସ୍ମିତା ବେହେରା, କଟକ
୫୧. ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ
୫୨. ଅପରାଜିତା ପରିଡା, ଜଗତସିଂହପୁର
୫୩. ରାଧାମୋହନ ପୂଜାହାରୀ, ସୁବର୍ଣ୍ଣପୁର
୫୪. ସଂଯୁକ୍ତା ସାହୁ, ଜଗତସିଂହପୁର

*********************

ପବିତ୍ର ଦୀପାବଳି ଉପଲକ୍ଷେ ଆୟୋଜିତ ହୋଇଥିବା କବିତା ପ୍ରତିଯୋଗିତା (ପ୍ରସଙ୍ଗ - ଦୀପ ଜାଳିବୁ କାହା ପାଇଁ) ର ଶ୍ରେଷ୍ଠ ଦଶ ଜଣ ବିଜେତାଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

୧. ଅନୁପମା ସାହୁ, କେନ୍ଦୁଝର
୨. ସଙ୍ଗୀତା ମିଶ୍ର ଶତପଥୀ, ପୁରୀ
୩. କଳ୍ପନା ରାୟ, ସମ୍ବଲପୁର
୪. ନିରୁପମା ପାଣି, ଭଦ୍ରକ 
୫. ନିରଞ୍ଜନ ସାହୁ, ଢେଙ୍କାନାଳ
୬. ରବିନ୍ଦ୍ର କୁମାର ସାହୁ, ପୁରୀ
୭. ନିତ୍ୟାନନ୍ଦ ଖମାରୀ, ସମ୍ବଲପୁର
୮. ସରୋଜ କୁମାର ଓଝା, ଭଦ୍ରକ
୯. ପଣ୍ଡିତ ଭାବଗ୍ରାହୀ ତ୍ରିପାଠୀ, ମାଲକାନଗିରି
୧୦. ଶାନ୍ତିଲତା ରଣା, ଯାଜପୁର


ଧନ୍ୟବାଦ ସହ
ସାହିତ୍ୟ ଜୀବନ ପରିଚାଳନା କମିଟି

Visit website : www.sahityajibana.in

#ସାହିତ୍ୟ_ଜୀବନ #sahityajibana #certificate #announcements #Diwali2021 #appreciationpost

ନିମ୍ନ ଫୋଟ ଉପରେ କ୍ଲିକ କରି ମାନପତ୍ରପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ ।

ongoing