Author of the August Month Nominees

ଜୁଲାଇ ମାସର ଶ୍ରେଷ୍ଠ ଲେଖକ ନାମାଙ୍କନ

 ତା : ୦୭/୦୯/୨୦୨୧ - ୦୯/୦୯/୨୦୨୧


 ଅଗଷ୍ଟ ମାସର ଶ୍ରେଷ୍ଠ ଲେଖକ Readers choice ରେ ଚୟନ କରାଯିବ ।। ସାହିତ୍ୟ ଜୀବନ ୱେବ ପର୍ଟାଲରେ ପ୍ରକାଶିତ କରିଥିବା ଲେଖକଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଆପଣଙ୍କ ମନ ପସନ୍ଦର ସାହିତ୍ୟ ସ୍ରଷ୍ଟା ଙ୍କୁ ବାଛନ୍ତୁ ।। ନିମ୍ନ ନାମ ଉପରେ କ୍ଲିକ କରି ସେମାନଙ୍କ ଲେଖା ଗୁଡିକ ପଢନ୍ତୁ। ନିମ୍ନ ଫୋଟ ଉପରେ କ୍ଲିକ କରି ସେମାନଙ୍କୁ ଭୋଟ ପ୍ରଦାନ କରନ୍ତୁ ।। ସେମାନଙ୍କୁ ଆଗକୁ ଯିବାକୁ ଉତ୍ସାହିତ କରନ୍ତୁ ।।

 Click here For Vote

ସେମାନଙ୍କ ନାମ ହେଲା:

୧. ରମେଶ ଚନ୍ଦ୍ର ନାୟକ, କଟକ

୨. ପାର୍ବତୀ ପ୍ରଧାନ, ପୁରୀ

୩. ମୋହନ କୁମାର ଷଡ଼ଙ୍ଗୀ, ବଲାଙ୍ଗୀର

୪. ଲଲାଟେନ୍ଦୁ ବାରିକ, ଭଦ୍ରକ

୫. ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା

୬. ଡଃ ପଦ୍ମଲୋଚନ ରାଉତ, ମାଲକାନଗିରି

୭. ପୁଷ୍ପଲତା ସାହୁ, ଜଗତସିଂହପୁର

୮. ପୁଷ୍ପାଞ୍ଜଳି ପଣ୍ଡା, କେନ୍ଦ୍ରାପଡ଼ା

୯. ସୁଶାନ୍ତ ଦେହୁରୀ, କେନ୍ଦୁଝର

୧୦. ଲଲିତା ନାଏକ, ସମ୍ବଲପୁର

୧୧. ଚିନ୍ମୟୀ ଚାନ୍ଦ, ଭଦ୍ରକ

ସମସ୍ତ ଲେଖା ଆମର ୱେବ ସାଇଟ sahityajibana.in ରେ ପଢି ପାରିବେ ।।  

See Author of the Month Results Here ( upcoming)

ଏଥି ମଧ୍ୟରୁ ଯେଉଁ ମାନେ ସର୍ବାଧିକ ଭୋଟ ପାଇବେ ସେଇ ସ୍ରଷ୍ଟା କିଛିଙ୍କୁ ଇ-ମାନପତ୍ର ଦେଇ ଉତ୍ସାହିତ କରାଯିବ ।। 


ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି

Email : sahityajibana@gmail.com

Website : Www.sahityajibana.in