ସାହିତ୍ୟ ଜୀବନ ସୃଜନୀ ମଞ୍ଚ ଆସର ଫଳାଫଳ 
 
ସୃଜନୀ ମଞ୍ଚ ଆସରରେ ସମସ୍ତ ସାହିତ୍ୟ ସ୍ରଷ୍ଟା ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଉଛୁ । ସମସ୍ତ ସ୍ରଷ୍ଟା ଗଣ ଏମିତି ସୃଜନୀ ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ସୃଜନୀ ଅତି ମନମୁଗ୍ଧକର । । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ .........

କବିତା ବିଭାଗ :-
୧. ପାଇକର ଅନଃସ୍ୱର - ସଚ୍ଚିଦାନନ୍ଦ ବେହେରା, କେନ୍ଦୁଝର
୨. ଉତ୍କଳ ଗୌରବ ମହାନଦୀ - ରଜନୀକାନ୍ତ ସାହୁ, ଅନୁଗୁଳ
୩. ମହାକାଳ - ଶୁଭଙ୍କର ସାହୁ, କଟକ
୪. ମା - ଆଲୋକମୟ ବେହେରା, ଯାଜପୁର
୫. ସମ୍ବଲପୁରୀ ଦିନ୍ - ଗୀତାଞ୍ଜଳି ସେଠ, ସୁବର୍ଣ୍ଣପୁର
୬. କେନ୍ଦ୍ରାପଡ଼ା - ଆଶା, କେନ୍ଦ୍ରାପଡ଼ା
୭. ବ୍ରହ୍ମ ପରିବର୍ତ୍ତନ ଲୀଳା - ପାୟଲ ନାୟକ, କଟକ
୮. ମୋ ବୋଉ - ରାହୁଲ କୁମାର ସାହୁ, କେନ୍ଦୁଝର
୯.  ଓଡ଼ିଆ ଭାଷା - ସଂସ୍କୃତି ସଞ୍ଚଳିକା ପାଣିଗ୍ରାହୀ , ସୁବର୍ଣ୍ଣପୁର

ବିଜେତା
୧. ଆଲୋକମୟ ବେହେରା, ଯାଜପୁର

ଚିତ୍ରାଙ୍କନ
୧. ପ୍ରିୟାଂଶୁ ସାମଲ, କଟକ
୨. ଆୟୁଷ ଆଚାର୍ଯ୍ୟ, ଗଞ୍ଜାମ
୩. ଶୁଭମ ପଣ୍ଡା, ଗଞ୍ଜାମ
୪. ଦୀପକ ବଗର୍ତ୍ତି, ସୁବର୍ଣ୍ଣପୁର
୫. ସ୍ନେହାଶିଷ୍ ବେହେରା, ଖୋର୍ଦ୍ଧା
୬. ସ୍ୱାଗତିକା ଚୌଧୁରୀ
୭. ସ୍ୱାତୀ ସରୋଜିନୀ ପଟ୍ଟନାୟକ, କେନ୍ଦ୍ରାପଡ଼ା
୮. ଆଶିଷ କୁମାର ରାଉତ, କଲିକତା
୯. ଏଚ୍ ପି  ସ୍ମାରକୀ ପ୍ରିୟଦର୍ଶିନୀ, ନବରଙ୍ଗପୁର
୧୦. ପୂର୍ବାନି ବାଘ
୧୧. ବୈଷ୍ଣବୀ ଭୋଇ, ବରଗଡ଼
୧୨. ସ୍ନେହ ସୁନା, ବରଗଡ

ବିଜେତା
 ୧. ଏଚ୍ ପି  ସ୍ମାରକୀ ପ୍ରିୟଦର୍ଶିନୀ, ନବରଙ୍ଗପୁର

ବିଜେତାଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ବିଜେତାଙ୍କୁ ଇ-ମାନପତ୍ର ସହ ୫୦ ଟଙ୍କା ଅର୍ଥ ରାଶି ଓ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଇ-ପ୍ରମାଣ ପତ୍ର ପ୍ରଦାନ କରାଗଲା ।।

ଏହି ଲିଙ୍କ ରେ କ୍ଲିକ୍ କରି ମାନପତ୍ରପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ :- 

ଧନ୍ୟବାଦ ସହ
 ସାହିତ୍ୟ ଜୀବନ ପରିଚାଳନା କମିଟି