ଲିଖିତ କବିତା ଆସର ଫଳାଫଳ



👉 ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରତିଭାଗୀ ପ୍ରଶଂସା ପତ୍ର ଓ ମାନପତ୍ର ଡାଉନଲୋଡ କରନ୍ତୁ ।


ସାହିତ୍ୟ ଜୀବନ ତରଫରୁ ଆୟୋଜିତ ହୋଇଥିବା କବିତା ଆସର (ପ୍ରସଙ୍ଗ -  ପଲ୍ଲୀ ର ଶୀତ ସକାଳ), ରବିବାର (ତା: ୨୩/୧୧/୨୦୨୫) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............

୧. ସୁରଜିତ୍ ମିଶ୍ର, ଗଞ୍ଜାମ

୨. ଡକ୍ଟର ସନ୍ତୋଷ କୁମାର ପଣ୍ଡା, କଟକ

୩. ଜ୍ୟୋସ୍ନାରାଣୀ ନାହାକ, ଗଞ୍ଜାମ

୪. ଉତ୍କଳିକା ମାଝୀ, କୋରାପୁଟ

୫. ଆଶିଷ ରଞ୍ଜନ ସ୍ୱାଇଁ, କଟକ

୬. ସୁହଂସ ଭୋଇ, ବରଗଡ଼

୭. ବୃନ୍ଦାବନ ପ୍ରଧାନ, ବରଗଡ଼

୮. ଚିତ୍ତରଞ୍ଜନ ମେହେର, କଳାହାଣ୍ଡି

୯. ପ୍ରତିଭା ବେହେରା, କେନ୍ଦ୍ରାପଡ଼ା

୧୦. ଗୁରୁ ଚରଣ ମହାକୁଡ଼, କେନ୍ଦୁଝର

୧୧. ଦିନେଶ ମେହେର, କଳାହାଣ୍ଡି

୧୨. ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ

୧୩. ବିଷ୍ଣୁ ରଞ୍ଜନ ବେହେରା, କଳାହାଣ୍ଡି

୧୪. ଅତନୁ ସବ୍ୟସାଚୀ ବଳ, ଯାଜପୁର

୧୫. ଟି. ରତ୍ନବାଳା ସୁବୁଦ୍ଧି, ବାଙ୍ଗାଲୋର

୧୬. ଅନସୂୟା ପଣ୍ଡା, ସମ୍ବଲପୁର

୧୭. ସନ୍ତୋଷ କୁମାର ପାଢ଼ୀ, ଯାଜପୁର

୧୮. ଡ଼ା ଜ୍ୟୋସ୍ନା ମିଶ୍ର, କଟକ

୧୯. ଅଜୟ କୁମାର ସାହୁ, କେନ୍ଦୁଝର

୨୦. ଶାନ୍ତିଲତା ରଣା, ଯାଜପୁର

୨୧. ଡ଼ ମନ୍ଦାକିନୀ ପାଢ଼ୀ, ବରଗଡ଼

୨୨. ପ୍ରିୟମ୍ବଦା ସାମନ୍ତରାୟ, କୋରାପୁଟ

୨୩. ଦୀନବନ୍ଧୁ ବେଜ, ମାଲକାନଗିରି

୨୪. ଅଶୋକ କୁମାର ନାୟକ, ନୟାଗଡ଼

୨୫. ସସ୍ମିତା ସ୍ୱାଇଁ, କଟକ

ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।।

  • ଉତ୍କଳିକା ମାଝୀ

  • ଅନସୂୟା ପଣ୍ଡା

  • ପ୍ରତାପ ଚନ୍ଦ୍ର ପ୍ରଧାନ

  • ସସ୍ମିତା ସ୍ୱାଇଁ

  • ଅଜୟ କୁମାର ସାହୁ

  • ରତ୍ନବାଳା ସୁବୁଦ୍ଧି

  • ଆଶିଷ ରଞ୍ଜନ ସ୍ୱାଇଁ

  • ପ୍ରତିଭା ବେହେରା

  • ଅଶୋକ କୁମାର ନାୟକ

  • ସନ୍ତୋଷ କୁମାର ପାଢ଼ୀ


ନିମ୍ନ ଫୋଟ ଉପରେ କ୍ଲିକ୍ କରି ପ୍ରତିଭାଗୀ ପ୍ରଶଂସା ପତ୍ର ଓ ମାନପତ୍ର ଡାଉନଲୋଡ କରନ୍ତୁ ।




ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି




#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟ_ଜୀବନ_ଆଭାସୀ_କବିତା_ଆସର