September of the August Month Nominees

ସେପ୍ଟେମ୍ବର ମାସର ଶ୍ରେଷ୍ଠ ଲେଖକ ନାମାଙ୍କନ

 ତା : ୦୧/୧୦/୨୦୨୧ - ୦୩/୧୦/୨୦୨୧


 ସେପ୍ଟେମ୍ବର ମାସର ଶ୍ରେଷ୍ଠ ଲେଖକ Readers choice ରେ ଚୟନ କରାଯିବ ।। ସାହିତ୍ୟ ଜୀବନ ୱେବ ପର୍ଟାଲରେ ପ୍ରକାଶିତ କରିଥିବା ଲେଖକଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଆପଣଙ୍କ ମନ ପସନ୍ଦର ସାହିତ୍ୟ ସ୍ରଷ୍ଟା ଙ୍କୁ ବାଛନ୍ତୁ ।। ନିମ୍ନ ନାମ ଉପରେ କ୍ଲିକ କରି ସେମାନଙ୍କ ଲେଖା ଗୁଡିକ ପଢନ୍ତୁ। ନିମ୍ନ ଫୋଟ ଉପରେ କ୍ଲିକ କରି ସେମାନଙ୍କୁ ଭୋଟ ପ୍ରଦାନ କରନ୍ତୁ ।। ସେମାନଙ୍କୁ ଆଗକୁ ଯିବାକୁ ଉତ୍ସାହିତ କରନ୍ତୁ ।।

 ଏହି ଠାରେ କ୍ଲିକ୍ କରନ୍ତୁ ଭୋଟ ପ୍ରଦାନ ନିମନ୍ତେ

ସେମାନଙ୍କ ନାମ ହେଲା:

୧. ଦେବେନ୍ଦ୍ର କୁମାର ନାଏକ, ସୁବର୍ଣ୍ଣପୁର

୨. ନୃସିଂହ ରାଉତ, କେନ୍ଦ୍ରାପଡ଼ା

୩. ଶୁଭେନ୍ଦୁ ମେହେର, ସୁବର୍ଣ୍ଣପୁର

୪. ପ୍ରଜ୍ଞଦର୍ଶି ସାହୁ, ବଲାଙ୍ଗୀର

୫. ଅଙ୍କିତା ପ୍ରିୟଦର୍ଶିନୀ ସାହୁ, ବରଗଡ଼

୬. ସମୀର କୁମାର ମହାମଲ୍ଲିକ, ଭଦ୍ରକ

୭. ପ୍ରଭାତ କୁମାର ମହାମଲ୍ଲିକ, ଭଦ୍ରକ

୮. ଡମ୍ବରୁଧର ବେହେରା, ଗଜପତି

୯. କୁମୁଦିନୀ ବେହେରା, ଅନୁଗୁଳ

୧୦. କୃଷ୍ଣ ଚନ୍ଦ୍ର ବାରିକ, ସୁବର୍ଣ୍ଣପୁର

୧୧. ଶେଖ ମୋଜାହିଦ ମହତାବ, ଯାଜପୁର

୧୨. କୁମର ଲାଲ ରଣା, ନୁଆପଡା

ସମସ୍ତ ଲେଖା ଆମର ୱେବ ସାଇଟ sahityajibana.in ରେ ପଢି ପାରିବେ ।।  

See Author of the Month Results Here ( upcoming)

ଏଥି ମଧ୍ୟରୁ ଯେଉଁ ମାନେ ସର୍ବାଧିକ ଭୋଟ ପାଇବେ ସେଇ ସ୍ରଷ୍ଟା କିଛିଙ୍କୁ ଇ-ମାନପତ୍ର ଦେଇ ଉତ୍ସାହିତ କରାଯିବ ।। 


ଧନ୍ୟବାଦ ସହ

ସାହିତ୍ୟ ଜୀବନ ପରିଚାଳନା କମିଟି

Email : sahityajibana@gmail.com

Website : Www.sahityajibana.in