Results

ସାହିତ୍ୟ ଜୀବନ କବିତା ଆସର ଫଳାଫଳ

ରଜପର୍ବ ଉପଲକ୍ଷେ ଆୟୋଜିତ ହୋଇଥିବା  କବିତା ପ୍ରତିଯୋଗିତା (ପ୍ରସଙ୍ଗ - ରଜପର୍ବ ), ସୋମବାର ( ତା:- ୧୪/୦୬/୨୦୨୧) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟ କୁ ଗୋଭିର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ।ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............

୧. ରଜପର୍ବ - ରବିନ୍ଦ୍ର କୁମାର ସାହୁ,ପୁରୀ
୨. ରଜ - ବନଜା ନନ୍ଦିନୀ ମିଶ୍ର, କେନ୍ଦ୍ରାପଡ଼ା
୩. ରଜର୍ ମଜା - ଲିପ୍ସାନାଥ ମିଶ୍ର , ସମ୍ବଲପୁର
୪. ରଜପର୍ବ - କାମିନୀ ରଞ୍ଜନ ପାଣ୍ଡେ, ନବରଙ୍ଗପୁର
୫. ରଜପର୍ବ - ପ୍ରଭାତ କୁମାର ମଲ୍ଲିକ, ଭଦ୍ରକ
୬. ରଜପର୍ବ - ଗୋପୀନାଥ ସେଠୀ , ବାଲେଶ୍ଵର
୭. ରଜ ଆସେ - ସଙ୍ଗୀତା ମିଶ୍ର ଶତପଥୀ , ପୁରୀ
୮. ଆସ କୁନାକୁନି ପାଳିବା ରଜ - ଶୁଭକାନ୍ତ ସାହୁ
୯. ରଜ ପର୍ବ - ସୁରମା ଦାସ , କନ୍ଧମାଳ
୧୦. ରଜପର୍ବ - ଶିବ ପ୍ରସାଦ ହାତୀ, ବରଗଡ଼
୧୧. ରଜପର୍ବ - ଝରଣା ରାଉତ, ଯାଜପୁର
୧୨. ରଜପର୍ବ - ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ
୧୩. ଆସିଛି ରଜ - ଚିତ୍ତରଞ୍ଜନ ପୃଷ୍ଟି , ପୁରୀ
୧୪. ରଜପର୍ବ - ସମ୍ବିତ ଦାଶ, ଜଗତସିଂହପୁର
୧୫. ରଜ ଆସୁନି - ଚିନ୍ମୟ ରଞ୍ଜନ ଶତପଥୀ, କଟକ
୧୬. ବରଷକେ ଥରେ ଆସିଛି ରଜ - ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ
୧୭. ରଜପର୍ବ - ମମତାରାଣୀ ଶତପଥୀ, ଗଞ୍ଜାମ
୧୮. ରଜ ମଉଜ - ଦୀପକ କୁମାର ପଣ୍ଡା, ରାୟଗଡ଼ା
୧୯. ରଜପର୍ବ - ଟୋନିସ ରୋହିଦାସ, ସୁନ୍ଦରଗଡ଼
୨୦. ରଜ - ଭବାନୀ ଶଙ୍କର ଗିରି, ମୟୁରଭଞ୍ଜ
୨୧. ରଜ ପର୍ବ - ରବି ପ୍ରଧାନ, ଖୋର୍ଦ୍ଧା
୨୨. ରଜପର୍ବ - ପ୍ରମୋଦ କୁମାର ସାହୁ, କଳାହାଣ୍ଡି
୨୩. ଏ ସାଲ ରଜ ନୁହେଁ ମଉଜ - ବିଶ୍ୱଜିତା ବରାଳ, ପୁରୀ
୨୪. ରଜପର୍ବ - ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ, ମୟୂରଭଞ୍ଜ
୨୫. ରଜ - ପପୁ ପରିଡା, ଗଞ୍ଜାମ
୨୬. ରଜପର୍ବ - ଡ଼. ପ୍ରିୟମ୍ବଦା ସାମଲ, ଗଜପତି
୨୭. ରଜ - ସବିତା ତ୍ରିପାଠୀ, ମହାରାଷ୍ଟ୍ର
୨୮. ରଜ ଆସେ - ସଂଯୁକ୍ତା ସାହୁ, ଜଗତସିଂହପୁର
୨୯. ରଜପର୍ବ - ପ୍ରତାପ ଚନ୍ଦ୍ର ମିଶ୍ର, ଗଞ୍ଜାମ
୩୦. ରଜପର୍ବ - ଦୀପ୍ତି ରାଣୀ ସିଂହ, ଅନୁଗୁଳ
୩୧. ରଜ - ରୁନାଲୈଲା ମହାନ୍ତ, ମୟୁରଭଞ୍ଜ
୩୨. ଆସିଛି ରଜ ମଉଜ - ସାଧନା ପଣ୍ଡା, ଖୋର୍ଦ୍ଧା
୩୩. ରଜ - ରତିନାରାୟଣ ରାଉତ, କେନ୍ଦୁଝର
୩୪. ରଜପର୍ବ - ମନୋରମା ମହାନ୍ତି, ଜଗତସିଂହପୁର
୩୫. ରଜପର୍ବ - ରାଧାମୋହନ ପୂଜାହାରୀ, ସୁବର୍ଣ୍ଣପୁର
୩୬. ଏଥର ରଜ - କାହ୍ନୁ ଚରଣ ସାହୁ, କଳାହାଣ୍ଡି
୩୭. ରଜ ସଜ ବାଜ ନାହିଁ - ଶ୍ୟାମାପ୍ରସାଦ ବୋଷ, ପୁରୀ
୩୮. ରଜପର୍ବ - ମନୋଜ କୁମାର ଶତପଥୀ, ଯାଜପୁର
୩୯. ରଜପର୍ବ - ଲଲାଟ କେଶରୀ ବଳସାମନ୍ତ, ଯାଜପୁର
୪୦. ରଜପର୍ବ - ପ୍ରତାପ କୁମାର ପଣ୍ଡା, ସୁନ୍ଦରଗଡ଼
୪୧. ରଜପର୍ବ - ଜଗବନ୍ଧୁ ସାହୁ, ଗଞ୍ଜାମ
୪୨. ରଜ ପର୍ବ - ରାଜେଶ୍ୱରୀ ପଣ୍ଡା, ବାଲେଶ୍ଵର
୪୩. ରଜ - ସୁଦାମ ଦଳବରା, ଗଞ୍ଜାମ
୪୪. ରଜ ପର୍ବ - ରୀକ୍ଷିରାମ ମେହେର, କଳାହାଣ୍ଡି
୪୫. ରଜ ପର୍ବ - ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ, ନବରଙ୍ଗପୁର
୪୬. ଆସିଛି ରଜ - ମଧୁସ୍ମିତା ନାୟକ, କଟକ
୪୭. ରଜ ପର୍ବ - ସୁକାନ୍ତ ଖଣ୍ଡା, କେନ୍ଦୁଝର
୪୮. ଫିକା ହୋଇଛି ରଜ - ଶୁଭ୍ରାଂଶୁ ଭୂଷଣ ମେହେର, ବଲାଙ୍ଗୀର
୪୯. ଆସିଛି ରଜ ପର୍ବ - ସୁବାସ ଚନ୍ଦ୍ର ସାହୁ, ରାୟଗଡ଼ା
୫୦. ରଜପର୍ବ - ଜଗମୋହନ ପ୍ରଧାନ, ଯାଜପୁର
୫୧. ରଜପର୍ବ - ଗଗନ କୁମାର ଦାଶ, ଗଜପତି
୫୨. ପହିଲି ରଜ - ଇଂ ସରୋଜ ପଟ୍ଟନାୟକ, ଖୋର୍ଦ୍ଧା
୫୩. ରଜପର୍ବ - ସୁଷମା ତ୍ରିପାଠୀ, ଗଞ୍ଜାମ
୫୪. ରଜପର୍ବ - ଜିତେନ୍ଦ୍ରିୟ ସାହୁ, ବରଗଡ଼
୫୫. ରଜପର୍ବ - ରମାକାନ୍ତ ଦାସ, ଜଗତସିଂହପୁର
୫୬. ରଜ - ଶେଖ୍ ମୋଜାହିଦ ମହତାବ, ଯାଜପୁର
୫୭. ରଜ - ନିତ୍ୟାନନ୍ଦ ସିଂହ, କଳାହାଣ୍ଡି
୫୮. ରଜପର୍ବ - ଜାହ୍ନବୀ ତ୍ରିପାଠୀ, ଖୋର୍ଦ୍ଧା
୫୯. ରଜପର୍ବ - ଅନ୍ତର୍ଯ୍ୟାମୀ ସାହୁ, କଳାହାଣ୍ଡି
୬୦. ରଜପର୍ବ -  ମନୋଜ କୁମାର ପଟ୍ଟନାୟକ, ଗଞ୍ଜାମ
୬୧. ସପ୍ତରଙ୍ଗ ହୀନ ରଜ - ମମତା ବାରିକ, ଯାଜପୁର
୬୨. ରଜପର୍ବ -  ଶକୁନ୍ତଳା ମହାପାତ୍ର, ନୟାଗଡ଼

ଶ୍ରେଷ୍ଠ ଦଶ ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା । ଖୁବ୍ ଶୀଘ୍ର ଶ୍ରେଷ୍ଠ ସ୍ରଷ୍ଟା ଙ୍କୁ ମାନପତ୍ର ଓ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ଇ-ପ୍ରମାଣ ପତ୍ର ପ୍ରଦାନ କରାଯିବ ।।

୧. ରଜ - ବନଜା ନନ୍ଦିନୀ ମିଶ୍ର, କେନ୍ଦ୍ରାପଡ଼ା
୨. ରଜପର୍ବ - କାମିନୀ ରଞ୍ଜନ ପାଣ୍ଡେ, ନବରଙ୍ଗପୁର
୩. ରଜ ଆସୁନି - ଚିନ୍ମୟ ରଞ୍ଜନ ଶତପଥୀ, କଟକ
୪. ବରଷକେ ଥରେ ଆସିଛି ରଜ - ଅଜିତ କୁମାର ତ୍ରିପାଠୀ, ଗଞ୍ଜାମ
୫. ରଜପର୍ବ - ପ୍ରମୋଦ କୁମାର ସାହୁ, କଳାହାଣ୍ଡି
୬. ଆସିଛି ରଜ ମଉଜ - ସାଧନା ପଣ୍ଡା, ଖୋର୍ଦ୍ଧା
୭. ରଜପର୍ବ - ଗଗନ କୁମାର ଦାଶ, ଗଜପତି
୮. ରଜପର୍ବ - ଜିତେନ୍ଦ୍ରିୟ ସାହୁ, ବରଗଡ଼
୯. ରଜପର୍ବ - ଅନ୍ତର୍ଯ୍ୟାମୀ ସାହୁ, କଳାହାଣ୍ଡି
୧୦.ରଜ ପର୍ବ - ସୁକାନ୍ତ ଖଣ୍ଡା, କେନ୍ଦୁଝର

ଧନ୍ୟବାଦ ସହ
ସାହିତ୍ୟ ଜୀବନ ପରିଚାଳନା କମିଟି