ମାତୃ ଦିବସ କବିତା ଆସର ଫଳାଫଳ

ମାତୃ ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା  କବିତା ପ୍ରତିଯୋଗିତା (ପ୍ରସଙ୍ଗ - ମମତାମୟୀ ଜନନୀ ), ରବିବାର ( ତା:- ୦୯/୦୫/୨୦୨୧) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀ ଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟ କୁ ଗୋଭିର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । ।ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............

୧. ମାଆ - ପିଙ୍କୁ ରଣବିଡା , ସମ୍ବଲପୁର
୨. ବୋଉ - ଦୀପିକା ପେରେଇ, କେନ୍ଦୁଝର
୩. ମୋ ମାଆ - ରାହୁଲ ମହାନ୍ତି, ଅନୁଗୁଳ
୪. ମାଆ - ଦିବେନ୍ଦୁ ମଲ୍ଲିକ, ବାଲେଶ୍ଵର
୫. ମମତାମୟୀ ଜନନୀ - ଟୋନିସ ରୋହିଦାସ, ସୁନ୍ଦରଗଡ଼
୬. ମା- ନିବେଦିତା ମହାପାତ୍ର, ପୁରୀ
୭. ମମତାମୟୀ ଜନନୀ - ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ
୮. ମା'ର ପ୍ରତିକ୍ଷା - ପୁଷ୍ପିତା ଭୋଇ, ଜଗତସିଂହପୁର
୯. ମମତାମୟୀ ଜନନୀ - ଡମ୍ବରୁଧର ଦାଶ, କେନ୍ଦୁଝର
୧୦. ମାତୃ ଦିବସ -  ଅର୍ଚ୍ଚନା ପାତ୍ର , କଟକ
୧୧. ମମତାମୟୀ ଜନନୀ - ହରିହର ଭୂକ୍ତା, ଅନୁଗୁଳ
୧୨. ମାତୃ ଦିବସ - ଅନିଲ୍ କୁମାର, ବୌଦ୍ଧ
୧୩. ମମତା ମୟୀ ଜନନୀ - ସଂପଦ କୁମାର ବେହେରା, ପୁରୀ
୧୪. ମାଆ ମୋର - ପୁଷ୍ପଲତା ସାହୁ, ଜଗତସିଂହପୁର
୧୫. ମା ପରି କିଏ ହେବ - ବିଜୟ କୁମାର ଘଡେ଼ଇ, ବାଲେଶ୍ଵର
୧୬. ମା - ଶିବ ପ୍ରସାଦ ପାତ୍ର , କଟକ
୧୭. ବୋଉ - ବନଜା ନନ୍ଦିନୀ ମିଶ୍ର, କେନ୍ଦ୍ରାପଡ଼ା
୧୮. ମା - ସୌମ୍ୟାଶ୍ରୀ ନାୟକ, ନବରଙ୍ଗପୁର
୧୯. ମମତା ମୟୀ ଜନନୀ - ଗଙ୍ଗତ୍ରୀ ପ୍ରିୟଦର୍ଶିନୀ, ନବରଙ୍ଗପୁର
୨୦. ମାଆ ମୁଁ ବଡ଼ ହେଲି କାହିଁକି - ପବିତ୍ର ବେହେରା, ଗଞ୍ଜାମ
୨୧. ମମତାମୟୀ ଜନନୀ - ଶେଖ୍ ମୋଜାହିଦ୍ ମହତାବ, ଯାଜପୁର
୨୨. ମମତାମୟୀ ଜନନୀ - ଇଂ ସରୋଜ ପଟ୍ଟନାୟକ, ଖୋର୍ଦ୍ଧା
୨୩. ମମତାମୟୀ - ଦେବସ୍ରିତା ମିଶ୍ର, ବାଙ୍ଗାଲୋର
୨୪. ମମତାମୟୀ ଜନନୀ - ଅନ୍ତର୍ଯ୍ୟାମୀ ସାହୁ, କଳାହାଣ୍ଡି
୨୫. ମା ବୋଲି ତତେ ଡାକି ଦେଲେ - ମେନନ୍ ସାହୁ, ଢେଙ୍କାନାଳ
୨୬. ବୋଉ- ମାନସ ଦାସ, କେନ୍ଦ୍ରାପଡ଼ା
୨୭. ମମତାମୟୀ ଜନନୀ - କେଶବ ଚନ୍ଦ୍ର ନାୟକ, ମାଲକାନଗିରି
୨୮. ମମତାମୟୀ ଜନନୀ - ସରୋଜ କୁମାର ସାହୁ, ଝାରସୁଗୁଡ଼ା
୨୯. ମୋ ମାଆ - ରାମ ଚନ୍ଦ୍ର ପ୍ରଧାନ, ଗଞ୍ଜାମ
୩୦. ମମତାମୟୀ ମାଆ - ସଂଗ୍ରାମ ମହାରଣା, କେନ୍ଦ୍ରାପଡ଼ା
୩୧. ଜନନୀ - ସନାତନ ମହାକୁଡ, ନୟାଗଡ଼
୩୨. ମା ପରି କିଏ ହେବ - ରାଧାମୋହନ ପୂଜାହାରୀ, ସୋନପୁର
୩୩. ବୋଉ - କଳ୍ପନା ବାରିକ, ଯାଜପୁର
୩୪. ମମତାମୟୀ ଜନନୀ - ଶୁଭେନ୍ଦୁ କୁମାର ମହାପାତ୍ର, ଯାଜପୁର
୩୫. ମମତାମୟୀ ଜନନୀ - ଜାହ୍ନବୀ ତ୍ରିପାଠୀ, ଖୋର୍ଦ୍ଧା
୩୬. ବୋଉ - ସବିତା ତ୍ରିପାଠୀ, ମହାରାଷ୍ଟ୍ର
୩୭. ମା ଓ ମମତା - ବେଦବ୍ୟାସ ମେହେର, ବରଗଡ଼
୩୮. ମମତାମୟୀ ଜନନୀ - ଶୁଭମ ବେହେରା, କଟକ
୩୯. ମାଆ - ସାଗର କୁମାର ପରିଡା, କଟକ
୪୦. ମମତାମୟୀ ଜନନୀ - ରବୀନ୍ଦ୍ର କୁମାର ସାହୁ, ପୁରୀ
୪୧. ମୋ ମାଆ - ଅରୁଣ କୁମାର ମେହେର, ବୌଦ୍ଧ
୪୨. ମାଆ - ଜଗମୋହନ ପ୍ରଧାନ, ଯାଜପୁର
୪୩. ମମତାମୟୀ ଜନନୀ - କରୁଣା ସାହୁ, କଳାହାଣ୍ଡି
୪୪. ମାଆ ତୋ ହୃଦୟ ଅଟେ ମମତା ମନ୍ଦିର - ସୁଦାମ ଦଳବରା, ଗଞ୍ଜାମ
୪୫. ମାଆ ଓ ମମତା -  ଡ. ପଦ୍ମଲୋଚନ ରାଉତ, ମାଲକାନଗିରି
୪୬. ବୋଉ - ମଧୁଲିତା ନାୟକ, ଜଗତସିଂହପୁର
୪୭. ମୋ ମାଆ - ରାଜଲଷ୍ମୀ ବାରିକ, କଟକ
୪୮. ମୋ ମାଆ - ଯେମନ୍ତ ସାହୁ, କଳାହାଣ୍ଡି
୪୯. ମମତାମୟୀ ମାଆ - ଅନୁପମା ଦାସ, ବାଲେଶ୍ଵର
୫୦. ମମତାମୟୀ ଜନନୀ - ମଧୁସ୍ମିତା ନାୟକ ,କଟକ
୫୧. ମମତାମୟୀ ମାଆ - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ରାୟଗଡ଼ା
୫୨. ମାଆ ଓ ମମତା - ସନାତନ ଦାସ, ଜଗତସିଂହପୁର
୫୩. ମାତୃ ଦିବସ - ଅଶୋକ କୁମାର ନାୟକ, ନୟାଗଡ଼
୫୪. ମମତାମୟୀ ଜନନୀ - ବୈଜୟନ୍ତୀ ମାଳା ମହାପାତ୍ର, କନ୍ଧମାଳ
୫୫. ମାଆ - କାହ୍ନୁ ଚରଣ ସାହୁ, କଳାହାଣ୍ଡି
୫୬. ମମତାମୟୀ ମାଆ - ଶକ୍ତି ସ୍ୱରୂପ ମଙ୍ଗରାଜ, ଖୋର୍ଦ୍ଧା
୫୭. ମାଆ ଆମ ମାଆ - ପ୍ରଭାତ ବିଶ୍ବାଳ, ଢେଙ୍କାନାଳ
୫୮. ମମତାମୟୀ ଜନନୀ - ରୀନା ରାଣୀ ପାତ୍ର, ଦିଲ୍ଲୀ
୫୯. ଆମର ମା - ଜିତେନ୍ଦ୍ରିୟ ସାହୁ, ବରଗଡ଼
୬୦. ମମତାମୟୀ ମାଆ - ଆଶିଷ କୁମାର ବଣିଆ, ବଲାଙ୍ଗୀର
୬୧. ମନ ମୋର ପୃଥିବୀ - ପପୁ ପରିଡା, ଗଞ୍ଜାମ
୬୨. ବୋଉ - ପ୍ରଦୀପ୍ତ କୁମାର ସାହୁ , ଖୋର୍ଦ୍ଧା
୬୩. ମୋ ମାଆ - ଆଶୁତୋଷ ମିଶ୍ର, କେନ୍ଦ୍ରାପଡ଼ା
୬୪. ମା ତୁମେ - ବନବିହାରୀ ଦାଶ , ମଧ୍ୟପ୍ରଦେଶ
୬୫. ମାତୃ ଦିବସ - ପ୍ରିୟଙ୍କା ପଣ୍ଡା, କଟକ
୬୬. ମମତାମୟୀ ଜନନୀ - ଶାରଙ୍ଗ ଧର ସାହୁ, ଢେଙ୍କାନାଳ
୬୭. ମମତା ର ସାଗର ସେ ମା - ଯୋଗେଶ୍ୱର ଗହୀର, କଳାହାଣ୍ଡି
୬୮. ବୋଉ ତୁ ଅଛୁ ବୋଲି ସିନା - ଶିବାନନ୍ଦ ବାରିକ, ଗଞ୍ଜାମ
୬୯. ମମତାମୟୀ ଜନନୀ - ସୁବାଷ ଚନ୍ଦ୍ର ବେହେରା, ରାୟଗଡ଼ା
୭୦. ମାଆ - ମୃତ୍ୟୁଞ୍ଜୟ ମହାକୁଡ଼, କେନ୍ଦୁଝର
୭୧. ମା - ପ୍ରଜ୍ଞାଲୀନ ସାହୁ , ଜଗତସିଂହପୁର
୭୨. ମା' କୁ ମୁଁ ତୁ କହୁଛି ହେଲେ ସ୍ତ୍ରୀ କୁ ମୁଁ ତମେ କହୁଛି -  ପ୍ରୀତି ରଞ୍ଜନ ପ୍ରଧାନ, ଗଞ୍ଜାମ
୭୩. ମାଆ - ପ୍ରତାପ କୁମାର ପଣ୍ଡା, ସୁନ୍ଦରଗଡ଼
୭୪. ମମତାମୟୀ ଜନନୀ - ଅବନୀ କାନ୍ତ ସାହୁ, ବରଗଡ଼
୭୫.ମାଆ - ଗଗନ କୁମାର ଦାଶ, ଗଜପତି
୭୬. ମାଆର ଜୀବନ - ସୁଷମା ତ୍ରିପାଠୀ, ବ୍ରହ୍ମପୁର
୭୭. ମମତାମୟୀ ଜନନୀ - ଝରଣା ସାହୁ, ଯାଜପୁର
୭୮. ମମତାମୟୀ ଜନନୀ - ବିକ୍ରମ ବେହେରା, ଗଞ୍ଜାମ

ଶ୍ରେଷ୍ଠ ଏଗାର ଜଣ ପ୍ରତିଯୋଗୀଙ୍କ ସମେତ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।। ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ନାମ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ।

*******************
୧.ମୋ ମାଆ - ରାଜଲଷ୍ମୀ ବାରିକ, କଟକ
୨.ମାଆର ମମତା - ଡ. ପଦ୍ମଲୋଚନ ରାଉତ, ମାଲକାନଗିରି
୩.ମାଆ ତୋ ହୃଦୟ ଅଟେ ମମତା ମନ୍ଦିର - ସୁଦାମ ଦଳବରା, ଗଞ୍ଜାମ
୪.ମମତାମୟୀ ଜନନୀ - ସୁବାଷ ଚନ୍ଦ୍ର ବେହେରା, ରାୟଗଡ଼ା
୫.ଆମର ମା - ଜିତେନ୍ଦ୍ରିୟ ସାହୁ, ବରଗଡ଼
୬.ମମତାମୟୀ ଜନନୀ - ରବୀନ୍ଦ୍ର କୁମାର ସାହୁ, ପୁରୀ
୭.ମାଆ - ସାଗର କୁମାର ପରିଡା, କଟକ
୮.ମା ଓ ମମତା - ବେଦବ୍ୟାସ ମେହେର, ବରଗଡ଼
୯.ମମତାମୟୀ ଜନନୀ - ଶୁଭେନ୍ଦୁ କୁମାର ମହାପାତ୍ର, ଯାଜପୁର
୧୦.ମା - ସୌମ୍ୟାଶ୍ରୀ ନାୟକ, ନବରଙ୍ଗପୁର
୧୧.ବୋଉ - ବନଜା ନନ୍ଦିନୀ ମିଶ୍ର, କେନ୍ଦ୍ରାପଡ଼ା
***************

ଧନ୍ୟବାଦ ସହ
ସାହିତ୍ୟ ଜୀବନ ପରିଚାଳନା କମିଟି

ଏହି ଲିଙ୍କ ରେ କ୍ଲିକ୍ କରି ମାନପତ୍ର ଓ ପ୍ରମାଣ ପତ୍ର ଡାଉନଲୋଡ କରନ୍ତୁ ।

https://bit.ly/md-cnt-result